ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି

ପଦ୍ମପୁର (ଲହର ମିଡ଼ିଆ) ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି। ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ…

ବଜ୍ରାଘାତରେ ଗୋଟିଏ ପରିବାରର ୨ଜଣ ମୃତ

ପଦ୍ମପୁର (ଲହର ମିଡ଼ିଆ ) : ପଦ୍ମପୁର ଉପଖଣ୍ଡ ଲଖମରାରେ ବଜ୍ରାଘାତରେ ଗୋଟିଏ ପରିବାରର ୨ଜଣ ମୃତ । ମୃତ ଦୁଇଜଣ ହେଲେ ଲଖମରା ଗ୍ରାମର ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେର । ଆଜି ସକାଳୁ ସାମାନ୍ୟ…

ପ୍ରଭୁ ନୃସିଂହନାଥଙ୍କ ଠାରେ ଲାଗିଲା ପଖାଳ ଭୋଗ

ପଦ୍ମପୁର, (ଲହର ମିଡ଼ିଆ ) : ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ପୀଠରେ ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଭୁ ନୃସିଂହନାଥଙ୍କ ଠାରେ ବୁଧବାର ପଖାଳ ଭୋଗ ଲାଗି…

ବୁରୋମୁଣ୍ଡା ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ପଦ୍ମପୁର, (ଲହର ମିଡ଼ିଆ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁଭସ୍ତମ୍ଭ ସ୍ଥାପନ, ଅଙ୍କୁରାରୋପଣ, ଗଙ୍ଗା ନିମନ୍ତ୍ରଣ, କଳସ ଯାତ୍ରା,…

ଗନ୍ଧମାର୍ଦ୍ଦନ ତୀର୍ଥକ୍ଷେତ୍ର ପରିଦର୍ଶନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କୁ ନିମନ୍ତ୍ରଣ କଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ।।

ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କ ସହ ପ୍ରଦୀପ ପୁରୋହିତ । (ଲହର ମିଡ଼ିଆ) ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଆଜି ପାର୍ଲାମେଣ୍ଟ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ସାହାଙ୍କୁ ସାକ୍ଷାତ କରି ବରଗଡ ଲୋକସଭା କ୍ଷେତ୍ର…

ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପଦ୍ମପୁର, ୨୫/୪ (ଲହର ମିଡ଼ିଆ ): ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ସ୍ଥଳ ପହଲଗାମଠାରେ ଅପରାହ୍ନରେ ସ୍ପଷ୍ଟ ଦିବା ଲୋକରେ ପର୍ଯ୍ୟଟକଙ୍କ ଉପରେ ଆକ୍ରୋସ ମୂଳକ ଭାବେ ତାଙ୍କର ଧାର୍ମିକ ପରିଚୟ ପଚାରି ଏବଂ ତାପରେ ଗୁଳି ଚଳାଇ ନିର୍ମମ ହତ୍ୟା କରିଥିଲେ…

ବିଶ୍ବ ଧରିତ୍ରୀ ଦିବସ ପାଳିତ

ପଦ୍ମପୁର ବ୍ଲକ ଅନ୍ତର୍ଗତ ଦୀପ୍ତିପୁର ଠାରେ ପଶ୍ଚିମ ଉତ୍କଳ କୃଷି କେନ୍ଦ୍ର ଦୀପ୍ତିପୁର ଏବଂ ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ମିଲିତ ଆନୁକୁଲ୍ଯରେ ବିଶ୍ବ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷାରେ କାର୍ଯ୍ୟରତ ମହିଳାଙ୍କ ପାଇଁ ଅନୁଷ୍ଠିତ…

କବିତା ପାଠ ଓ ଆଲୋଚନା ଚକ୍ର

(ଲହର ମିଡ଼ିଆ) ଉକିଆ ସାହିତ୍ୟ ପରିବାର ତେଲିଟିକ୍ରା ତରଫରୁ ଗତକାଲି ତା.୦୨.୦୩.୨୦୨୫ ରବିବାର ଦିନ ଗୁରୁ ଭଗବାନ ସାହୁଙ୍କ ଉପରେ ଆଧାରିତ କବିତା ପାଠ ଓ ଆଲୋଚନା ଚକ୍ର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…

ଭଗବାନ ସାହୁଙ୍କ ଉପରେ କବିତା ପାଠ ପାଇଁ ପ୍ରସ୍ତୁତି ବୈଠକ

(ଲହର ମିଡ଼ିଆ ୦୫/୦୩) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଗୋପାଳ ବୁକ୍ ଷ୍ଟୋର ଠାରେ ଉକିଆ ସାହିତ୍ୟ ପରିବାର ତେଲିଟିକ୍ରା ପ୍ରତିଷ୍ଠାତା ସଂପାଦକ ଉଦ୍ଧବ ବାରିକଙ୍କ ଆବାହକତ୍ବରେ ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ ନାଟ୍ୟମହର୍ଷି ଗୁରୁ ଭଗବାନ…

ଲାଲବାହାଦୂର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତା.୨୪.୦୨.୨୦୨୫ (ପଦ୍ମପୁର) ଲାଲବାହାଦୁର ଶାସ୍ତ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଦ୍ମପୁର ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀଯୁକ୍ତ ପ୍ରକାଶ ବାରିକ ସଭାପତିତ୍ୱ କରିଥିବା ବେଳେ ଶ୍ରୀଯୁକ୍ତ ଲୋକନାଥ ଭାଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ…

error: Content is protected !!