ସରକାରୀ କାର୍ଯ୍ୟକୁ ଦଳୀୟ ପ୍ରଚାର ହିସାବରେ ଉଦ୍ଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା

ପଦ୍ମପୁର ରାଜପଡାଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବନିର୍ମିତ ଏକ ଅତ୍ୟାଧୁନିକ ଶବଦାହ ସ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତାରେ ଥିବା ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଚାରିପାର୍ଶ୍ୱରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ…

ଦେବେନ୍ଦ୍ର ଖମାରୀଙ୍କୁ ପ୍ରଗତିଶୀଳ ପଣ୍ଡରା ଯୁବାମଞ୍ଚ ତରଫରୁ ସମ୍ବର୍ଦ୍ଧିତ

(ଲହର ମିଡ଼ିଆ ) ଆଜି ଯୁକ୍ତ ଦୁଇ କଳାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୌଦ୍ ଜିଲ୍ଲା ଅନ୍ତର୍ଗତ ଖମ୍ବେଶୁରିଝୁଲି ଗ୍ରାମର ଶ୍ରୀ ଦୟାନିଧି ଖମାରୀଙ୍କ ସୁପୁତ୍ର ଦେବେନ୍ଦ୍ର ଖମାରୀଙ୍କୁ ପ୍ରଗତିଶୀଳ ପଣ୍ଡରା ଯୁବାମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଗଲା। ସମାର…

ବରିକେଲ ହାଇସ୍କୁଲ ମ୍ୟାଟ୍ରିକ ୨୦୦୦ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

(ଲହର ମିଡ଼ିଆ) ବରିକେଲ ହାଇସ୍କୁଲ, ମ୍ୟାଟ୍ରିକ ୨୦୦୦ ବ୍ୟାଚର ପ୍ରଥମ ବନ୍ଧୁ ପୂର୍ନମିଳନ କାର୍ଯ୍ୟକ୍ରମ ଦୀର୍ଘ ୨୫ ବର୍ଷ ପରେ ଗତ ୧୧ ମଇ ୨୦୨୫ ତାରିଖରେ ପଦ୍ମପୁର କଲେଜ ରୋଡ ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ମହା…

ସ୍ବର୍ଗତ ସୁବାସ ଚନ୍ଦ୍ର ଚୌହାନଙ୍କର ସ୍ମୃତି ସମାରୋହ ପାଳିତ

ପଦ୍ମପୁର (ଲହର ମିଡ଼ିଆ ) ଅଦ୍ୟ ତା:୧୦.୦୫.୨୦୨୫ ରିଖ ଶନିବାର ସକାଳ ୯ ଘଣ୍ଟା ସମୟରେ ବରିକେଲ ସ୍ଥିତ ସମଲେଇ ମନ୍ଦିର ପରିସରରେ ବରିଷ୍ଠ ରାଜନେତା ତଥା ପଣ୍ଡରା ସମାଜର ଗୌରବ ଭାରତର ବଜରଙ୍ଗ ଦଳର ପୂର୍ବତନ ସଭାପତି ସ୍ବର୍ଗତ ସୁବାସ…

ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜଙ୍କ ଦେହାନ୍ତ

ପାଇକମାଲ (ଲହର ମିଡ଼ିଆ ) ଆଜି ସକାଳ ଭୋର ୫ଟା ସମୟରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ତାଙ୍କ ପାଇକମାଲ ସ୍ଥିତ ବାସଭବନ ରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ…

ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ତା.୦୫/୦୫/୨୦୨୫ (ଲହର ମିଡ଼ିଆ) ଓଡିଶା ଶିକ୍ଷା ସେବା-୨ କୁ ପଦୋନ୍ନତି ପାଇ ଶ୍ରୀଯୁକ୍ତ ନିରଲମ୍ବ ପ୍ରସାଦ ପଟେଲ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ଶ୍ରୀଯୁକ୍ତ ପଟେଲ ୨୦୨୦ ମସିହାରେ ସିନିୟର SES…

ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି

ପଦ୍ମପୁର (ଲହର ମିଡ଼ିଆ) ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି। ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ…

ବଜ୍ରାଘାତରେ ଗୋଟିଏ ପରିବାରର ୨ଜଣ ମୃତ

ପଦ୍ମପୁର (ଲହର ମିଡ଼ିଆ ) : ପଦ୍ମପୁର ଉପଖଣ୍ଡ ଲଖମରାରେ ବଜ୍ରାଘାତରେ ଗୋଟିଏ ପରିବାରର ୨ଜଣ ମୃତ । ମୃତ ଦୁଇଜଣ ହେଲେ ଲଖମରା ଗ୍ରାମର ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେର । ଆଜି ସକାଳୁ ସାମାନ୍ୟ…

ପ୍ରଭୁ ନୃସିଂହନାଥଙ୍କ ଠାରେ ଲାଗିଲା ପଖାଳ ଭୋଗ

ପଦ୍ମପୁର, (ଲହର ମିଡ଼ିଆ ) : ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ପୀଠରେ ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଭୁ ନୃସିଂହନାଥଙ୍କ ଠାରେ ବୁଧବାର ପଖାଳ ଭୋଗ ଲାଗି…

error: Content is protected !!