ଗୋଇବାହାଲି ମହିମା ମଠ ଠାରେ ନବାନ୍ନ ଭକ୍ଷଣ ତଥା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

୦୯/୦୮ ପାଇକମାଲ (ଲହର ମିଡ଼ିଆ) ଗୋଇବାହାଲି ମହିମା ମଠ ମନ୍ଦିରଠାରେ ସକାଳ ୯ ଘଟିକା ସମୟରେ ଦେବଯଜ୍ଞ ଓ ଆଧ୍ୟାତ୍ମିକ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବପ୍ରଭାତ ଗୁରୁକୁଳର ଆଚାର୍ଯ୍ୟ ଶ୍ରୀ ବୃହଷ୍ପତି ଶାସ୍ତ୍ରୀ, ପଣ୍ତିତ କବିନ୍ଦ୍ର ଆର୍ଯ୍ୟ…

ବୈଶାଖ ମେଳାକୁ ୧୦ଲକ୍ଷ ଓ ପର୍ଯ୍ୟଟନ ସ୍ଥଳୀର ଉନ୍ନତି କରଣ ପାଇଁ ୧.୫ କୋଟି ଅନୁଦାନ: ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ନୃସିଂହନାଥ ମନ୍ଦିର କର୍ତୃପକ୍ଷ

(ବରଗଡ)୨୨ ୵ ୬ ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ସରକାରୀ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ମନ୍ଦିର କର୍ତ୍ତୃପକ୍ଷ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଅବସରରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ତତ୍ତ୍ଵାବଧାନରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ…

ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ

ତା. ୦୬/୦୬ (ପଦ୍ମପୁର) ମ୍ବାଦିକ ଶ୍ରୀ ନିରୋଜ ପାଣୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସ ଡିଜି ବରଗଡ ପୋଲିସ କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ଯ ଯେ, ଗତ ଡିସେମ୍ବର ୮ ତାରିଖ ୨୦୨୪ ମସିହାରେ…

ସ୍ବର୍ଗତ ସୁବାସ ଚନ୍ଦ୍ର ଚୌହାନଙ୍କର ସ୍ମୃତି ସମାରୋହ ପାଳିତ

ପଦ୍ମପୁର (ଲହର ମିଡ଼ିଆ ) ଅଦ୍ୟ ତା:୧୦.୦୫.୨୦୨୫ ରିଖ ଶନିବାର ସକାଳ ୯ ଘଣ୍ଟା ସମୟରେ ବରିକେଲ ସ୍ଥିତ ସମଲେଇ ମନ୍ଦିର ପରିସରରେ ବରିଷ୍ଠ ରାଜନେତା ତଥା ପଣ୍ଡରା ସମାଜର ଗୌରବ ଭାରତର ବଜରଙ୍ଗ ଦଳର ପୂର୍ବତନ ସଭାପତି ସ୍ବର୍ଗତ ସୁବାସ…

ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜଙ୍କ ଦେହାନ୍ତ

ପାଇକମାଲ (ଲହର ମିଡ଼ିଆ ) ଆଜି ସକାଳ ଭୋର ୫ଟା ସମୟରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ତାଙ୍କ ପାଇକମାଲ ସ୍ଥିତ ବାସଭବନ ରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ…

ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି

ପଦ୍ମପୁର (ଲହର ମିଡ଼ିଆ) ବରଗଡ ଜିଲ୍ଲାର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରସିଦ୍ଧ ବୈଶାଖ ମେଳା ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଜାରି ରହିଛି। ଆଗାମୀ ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ…

ବଜ୍ରାଘାତରେ ଗୋଟିଏ ପରିବାରର ୨ଜଣ ମୃତ

ପଦ୍ମପୁର (ଲହର ମିଡ଼ିଆ ) : ପଦ୍ମପୁର ଉପଖଣ୍ଡ ଲଖମରାରେ ବଜ୍ରାଘାତରେ ଗୋଟିଏ ପରିବାରର ୨ଜଣ ମୃତ । ମୃତ ଦୁଇଜଣ ହେଲେ ଲଖମରା ଗ୍ରାମର ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେର । ଆଜି ସକାଳୁ ସାମାନ୍ୟ…

ବୁରୋମୁଣ୍ଡା ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ

ପଦ୍ମପୁର, (ଲହର ମିଡ଼ିଆ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁଭସ୍ତମ୍ଭ ସ୍ଥାପନ, ଅଙ୍କୁରାରୋପଣ, ଗଙ୍ଗା ନିମନ୍ତ୍ରଣ, କଳସ ଯାତ୍ରା,…

ବିଶ୍ବ ଧରିତ୍ରୀ ଦିବସ ପାଳିତ

ପଦ୍ମପୁର ବ୍ଲକ ଅନ୍ତର୍ଗତ ଦୀପ୍ତିପୁର ଠାରେ ପଶ୍ଚିମ ଉତ୍କଳ କୃଷି କେନ୍ଦ୍ର ଦୀପ୍ତିପୁର ଏବଂ ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ମିଲିତ ଆନୁକୁଲ୍ଯରେ ବିଶ୍ବ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷାରେ କାର୍ଯ୍ୟରତ ମହିଳାଙ୍କ ପାଇଁ ଅନୁଷ୍ଠିତ…

ଭେଙ୍ଗରାଜପୁର ଗ୍ରାମରେ ଦଧିବାବନ ମନ୍ଦିରର ରତ୍ନ ମୁଦକ ମହୋତ୍ସବ।

(ଲହର ମିଡ଼ିଆ) ଭେଙ୍ଗରାଜପୁର ଗ୍ରାମରେ ଶ୍ରୀ ଶ୍ରୀ ଦଧିବାବନ ମନ୍ଦିରର ରତ୍ନ ମୁଦକ ପ୍ରତିଷ୍ଠା ଉପଲକ୍ଷେ ଦୀର୍ଘ ୪ଦିନ ଧରି ହୋମ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ସମସ୍ତ ମହିଳା ପୁରୁଷ ତଥା ଯୁବସମାଜ ମାନଙ୍କ ସହଯୋଗ ରହିଥିଲା। ମନ୍ଦିରର…

error: Content is protected !!